ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଣ୍ଠିଦଉଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଣ୍ଠିଦଉଡ଼ି   ବିଶେଷ୍ୟ

ଅର୍ଥ : ଗଣ୍ଠିବାଲା ଦଉଡ଼ି ଯାହା ସାହାଯ୍ୟରେ ଉଚ୍ଚ କୋଠାଆଦି ଉପରକୁ ଚଢ଼ାଯାଏ

ଉଦାହରଣ : ଚୋର ଗଣ୍ଠିଦଉଡ଼ି ସାହାଯ୍ୟରେ ବଡ଼ କୋଠାର ତୃତୀୟ ମହଲା ଉପରକୁ ଚଢ଼ିଯାଇଥିଲା

ସମକକ୍ଷ : ଫାଶଦଉଡ଼ି


ଅନ୍ୟ ଭାଷାରେ ଅନୁବାଦ :

वह फंदेदार रस्सी जिसके सहारे ऊँचे मकानों आदि पर चढ़ते हैं।

चोर कमंद के सहारे बड़ी इमारत की तीसरी मंजिल पर चढ़ गया था।
कबंध, कबन्ध, कमंद, कमंध, कमन्द, कमन्ध